Data Privacy and Security in AI
Data Privacy and Security in AI ବିଷୟରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଏହି ସତ୍ର ପ୍ରସ୍ତୁତ କରାଯାଇଛି। ଉପରୋକ୍ତ ଭିଡିଓ ଦେଖିବା ସହିତ ନିମ୍ନସ୍ଥ TLM ଫୋଲ୍ଡରରୁ ଆବଶ୍ୟକୀୟ ଉପକରଣ ଓ ପ୍ରେଜେଣ୍ଟେସନ୍ ସଂଗ୍ରହ କରିପାରିବେ।
Teaching-Learning Material (TLM)
ଶିକ୍ଷାଦାନ ସହାୟକ ସାମଗ୍ରୀ, ସ୍ଲାଇଡ୍ ଓ କାର୍ଯ୍ୟପତ୍ରିକା (Google Drive Folder)